ଆଜି ଦିଲ୍ଲୀ ଆସିବ CDS ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ପାର୍ଥିବ ଶରୀର । ବିମାନବନ୍ଦରରୁ ପାର୍ଥିବ ଶରୀରକୁ ତାଙ୍କ ବାସଭବନକୁ ନିଆଯିବ । ବିମାନବନ୍ଦରରେ ଉପସ୍ଥିତ ରହିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Leave a Reply

Your email address will not be published. Required fields are marked *