ରାଜ୍ୟରେ ଦିନକରେ ଆଉ 412 କୋରୋନା ଆକ୍ରାନ୍ତ ଚିହ୍ନଟ, 2 ମୃତ

ରାଜ୍ୟରେ ଦିନକରେ ଆଉ 412 କୋରୋନା ଆକ୍ରାନ୍ତ ଚିହ୍ନଟ, 2 ମୃତ । ସଂଗରୋଧରୁ ୨୩୭ ଓ ସ୍ଥାନୀୟ ଅଞ୍ଚଳରୁ ୧୭୫ ରୋଗୀ ଚିହ୍ନଟ ।
୪୧୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୩ ଜଣ

କେଉଁ ଜିଲ୍ଲାରୁ କେତେ ପଜିଟିଭ୍ ?
ରାଜ୍ୟରେ ଦିନକରେ ଆଉ 412 କୋରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯ କୋରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୪୬, ମୟୂରଭଞ୍ଜରୁ ୧୪, ଯାଜପୁର, ବାଲେଶ୍ବର ଓ ପୁରୀରୀ ୧୧ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ
ଜଗତସିଂହପୁର ୧୦
କେନ୍ଦ୍ରାପଡ଼ା ୧୦
ସମ୍ବଲପୁର ୮
ସୁନ୍ଦରଗଡ଼ ୭
ଦେବଗଡ଼ ୭
ଭଦ୍ରକ ୬
ନୂଆପଡ଼ା ୬
ବରଗଡ଼ ୫
ଢେଙ୍କାନାଳ ୪
ଗଜପତି ୪
ନୟାଗଡ଼ ୪
ରାୟଗଡ଼ା ୪
କଳାହାଣ୍ଡି ୩
ଗଞ୍ଜାମ ୨
କୋରାପୁଟ ୨
ବଲାଙ୍ଗିର ୧
ଝାରସୁଗୁଡ଼ା ୧
କେନ୍ଦୁଝର ଏବଂ ମାଲକାନଗିରିରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ

Leave a Reply

Your email address will not be published. Required fields are marked *