- ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଡାକିଲେ ବୈଠକ; ଆଜି ଦିନ ୧୧ଟାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ, CS, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଯୋଗଦେବେ, କରୋନା ସଂକ୍ରମଣ ମାଡ଼ି ଚାଲିଥିବାରୁ ନିର୍ବାଚନ ସମ୍ପର୍କିତ ଆଲୋଚନା ହେବ
- କୋଭିଡ ସଂକ୍ରମଣ ହାରରେ ରେଡ୍ ଜୋନରେ ସୁନ୍ଦରଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲା | ସଂକ୍ରମଣ ହାରରେ ଖୋର୍ଦ୍ଧାକୁ ଟିପିଲା ସୁନ୍ଦରଗଡ଼, ଜିଲ୍ଲାରେ ସଂକ୍ରମଣ ହାର ୧୦.୮% ଓ ଖୋର୍ଦ୍ଧା ଜିଲ୍ଲାରେ ୯.୯% , ଦେଓଗଡ଼ ୬.୧% ଓ ୫.୪%, ସଂକ୍ରମଣ ସହ ସମ୍ବଲପୁର ଜିଲ୍ଲା ୟେଲୋ ଜୋନ୍ରେ |