ଆଜି ଦ୍ବିତୀୟ ଥର ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏନ୍‌. ବୀରେନ ସିଂହ | ଅପରାହ୍‌ଣ ୩ଟାରେ ଶପଥ ପାଠ କରାଇବେ ରାଜ୍ୟପାଳ ଲା ଗଣେଶନ୍‌ । ସମାରୋହରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା |

Leave a Reply

Your email address will not be published. Required fields are marked *