

- ଭିଜିଲାନ୍ସ ଜାଲରେ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ | ଲାଞ୍ଚ ନେବା ବେଳେ GRS ଯଦୁମଣି ମାଝୀ ଧରାପଡ଼ିଲେ, ଆବାସ ଯୋଜନାରେ ବିଲ୍ କରାଇବାକୁ ୪ ହଜାର ଲାଞ୍ଚ ନେଉଥିଲେ |
- କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବରଦାପାଳ ଗାଁରେ ଅଭାବନୀୟ ଘଟଣା ; ମୋବାଇଲ ଦେଖୁଥିଲା ପୁଅ, ମା’ ଆକଟ କରିବାରୁ ବିଷ ପିଇ ଦେଲା ପୁଅ