ଫକୀରମୋହନ ବିଶ୍ବବିଦ୍ୟାଳୟକୁ ନାକ୍‌ A ଗ୍ରେଡ୍‌ ମାନ୍ୟତା

ବାଲେଶ୍ୱର: ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍‌ A ଗ୍ରେଡ୍‌ ମାନ୍ୟତା, ୩.୧୮ ପଏଣ୍ଟ ସହ ରାଜ୍ୟର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା, ଭିତ୍ତିଭୂମି ଓ ଷ୍ଟୁଡେଣ୍ଟ ସପୋର୍ଟରେ ସବୁଠୁ ଅଧିକ ଗ୍ରେଡ୍‌, ଗତ ୧୨ରୁ ୩ ଦିନିଆ ପରିଦର୍ଶନରେ ଆସିଥିଲା ନାକ୍ ଟିମ୍‌ |

Leave a Reply

Your email address will not be published. Required fields are marked *