

- ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରାକୁ ଏନ୍କାଉଣ୍ଟର, ବିଜୁର ବାମ ଗୋଡ଼ରେ ବାଜିଛି ଗୁଳି, ହସ୍ପିଟାଲରେ ଭର୍ତ୍ତି | ବିଜୁକୁ କାବୁ କରିବା ବେଳେ ଧସ୍ତାଧସ୍ତିରେ ଜଣେ ASI ଆହତ | କାଲି ଗୁଳିକାଣ୍ଡ ଘଟାଇ ଫେରାର ଥିଲା ବିଜୁ ବେହେରା
- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜ ଅଞ୍ଚଳରୁ ଅଧିକାରୀଙ୍କୁ ହଟାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ କମିସନ