

- ପୂଜା ଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବ | ଅଫ୍ଲାଇନରେ ଅଷ୍ଟମ ଓ ଏକାଦଶ ଶ୍ରେଶୀ ପାଠପଢ଼ା ହେବ | ପୂର୍ବରୁ ଅଫ୍ଲାଇନରେ ନବମ, ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠପଢ଼ା ଚାଲିଛି | ପୂଜା ଛୁଟି ପରେ ସ୍ଥିତି ଭଲ ହେଲେ ଏହି ଦୁଇଟି ଶ୍ରେଣୀ ଖୋଲିବ | ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା
- ଖୋର୍ଦ୍ଧା-ବଲାଙ୍ଗିର NH-୫୭ ଲଇଗାଁ ଛକରେ ଅଜଣା ଗାଡ଼ି ଧକ୍କାରେ ୨ ମୃତ, ମୁଶାଡ଼ ଗାଁର ଝାଣ୍ଟୁଚରଣ ବେହେରା ଓ ବ୍ରାହ୍ମଣଗାଁର ଝାଣ୍ଟୁ ଭୋକ୍ତା ମୃତ