ପୂଜା ଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବ | ଅଫ୍‌ଲାଇନରେ ଅଷ୍ଟମ ଓ ଏକାଦଶ ଶ୍ରେଶୀ ପାଠପଢ଼ା ହେବ | ପୂର୍ବରୁ ଅଫ୍‌ଲାଇନରେ ନବମ, ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠପଢ଼ା ଚାଲିଛି | ପୂଜା ଛୁଟି ପରେ ସ୍ଥିତି ଭଲ ହେଲେ ଏହି ଦୁଇଟି ଶ୍ରେଣୀ ଖୋଲିବ | ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା

Leave a Reply

Your email address will not be published. Required fields are marked *