

- ରାୟଗଡ଼ା କାଶୀପୁର ବ୍ଲକ ତୁରେଇଘାଟିରେ ଅଭାବନୀୟ ଘଟଣା, ସ୍କୁଲରୁ ଫେରିବା ବେଳେ ଜଣେ ଶିକ୍ଷକଙ୍କୁ ପାଗଳ ବ୍ୟକ୍ତିର ହତ୍ୟା । ତୁରେଇଘାଟି ସ୍କୁଲର ଶିକ୍ଷକ ମୁକୁନ୍ଦ ପ୍ରସାଦ ନାଥଶର୍ମାଙ୍କ ମୃତ୍ୟୁ, ସ୍କୁଲରୁ ଡଙ୍ଗାସିଲକୁ ଫେରିବା ବାଟରେ ଘଟିଛି ହତ୍ୟାକାଣ୍ଡ |
- କ୍ରିକେଟରୁ ସ୍ପିନର ହରଭଜନ ସିଂହଙ୍କ ସନ୍ନ୍ୟାସ ଘୋଷଣା, କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ହରଭଜନ । ୨୩ ବର୍ଷର କ୍ୟାରିଅରକୁ ସୁନ୍ଦର ଓ ସ୍ମରଣୀୟ କହିଲେ ହରଭଜନ । ଜୀବନର ସବୁ କିଛି ମୋତେ କ୍ରିକେଟରୁ ମିଳିଛି|