ନିକୋ ପାର୍କ ନିକଟରେ ନାଇନ୍ଥ ଷ୍ଟ୍ରିଟ୍ ନାମକ ରେଷ୍ଟୁରାଣ୍ଟକୁ ସିଲ୍ କଲା BMC

ଭୁବନେଶ୍ୱର: ନିକୋ ପାର୍କ ନିକଟରେ ନାଇନ୍ଥ ଷ୍ଟ୍ରିଟ୍ ନାମକ ରେଷ୍ଟୁରାଣ୍ଟକୁ ସିଲ୍ କଲା #BMC , ପ୍ରଶାସନର ଅନୁମତି ନନେଇ ଡିଜେ ଦାଣ୍ଡିଆ ନାଇଟ୍ ଆୟୋଜନ କରିଥିବା ଅଭିଯୋଗ, ସୋଶାଲ ମିଡିଆ ମାଧ୍ୟମରେ ଟିକେଟ୍ ବିକ୍ରି କରିଥିବା ଅଭିଯୋଗ

Leave a Reply

Your email address will not be published. Required fields are marked *