

- ପୁରୀ: ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତଦେହ ଉଦ୍ଧାର | ହତ୍ୟା ନାଁ ଆତ୍ମ ହତ୍ୟା କାରଣ ଅସ୍ପଷ୍ଟ, ଘଟଣା ସ୍ଥଳରେ ଲାଗି ରହିଛି ଉତ୍ତେଜନା, ୨ ପରିବାର ମୁହାଁମୁହିଁ । ଘଟଣାସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ |
- ଆସନ୍ତାକାଲି ଭାରତର ବଡ଼ ଡ୍ରୋନ ମହୋତ୍ସବକୁ ଉଦଘାଟିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଦୁଇ ଦିନିଆ ଡ୍ରୋନ ମହୋତ୍ସବ ୨୭ମେ’ରୁ ପ୍ରଗତି ମଇଦାନରେ ଅନୁଷ୍ଠିତ ହେବ ।