ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | ୨ ଜୁନ୍‌ରେ ନାମାଙ୍କନ ଦାଖଲର ଶେଷ ତାରିଖ, ୩ ତାରିଖ ଯାଞ୍ଚ, ୬ଜୁନ ପ୍ରତ୍ୟାହାରର ଶେଷ ତାରିଖ । ୧୩ ତାରିଖରେ ନିର୍ବାଚନ, ୧୭ ତାରିଖ ପୂର୍ବରୁ ସରିବ ନିର୍ବାଚନ ପ୍ରକ୍ରିୟା । ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ପଡିଥିଲା ରାଜ୍ୟସଭା ଆସନ |

Leave a Reply

Your email address will not be published. Required fields are marked *