

- ବାଲି ଭର୍ତ୍ତି ଟ୍ରକ ଛାଡ଼ିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜଗତସିଂହପୁର ନୂଆଗାଁ ତହସିଲଦାରଙ୍କ ଅଫିସ୍ର ବରିଷ୍ଠ କିରାଣି ଧ୍ରୁବ ଚରଣ ନାୟକଙ୍କୁ ଧରିଲା | ପୂର୍ବରୁ ମଧ୍ୟ ଲାଞ୍ଚ ନେଇ ଗିରଫ ହୋଇଥିଲେ ଧ୍ରୁବ ଚରଣ
- ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ପଦ୍ମ ବିଭୂଷଣ ପଣ୍ଡିତ ବିରଜୁ ମହାରାଜଙ୍କ ୮୩ ବର୍ଷ ବୟସରେ ହୃଦ୍ଘାତରେ ପରଲୋକ