ହୁଇଲ ଚେୟାରରେ ଦୀର୍ଘପଥ ଅତିକ୍ରମ କରି ଓଡ଼ିଆ ଯୁବକଙ୍କ ବିଶ୍ୱ ରେକର୍ଡ, ପୁରୀ ଜିଲ୍ଲାର ଦିବ୍ୟାଙ୍ଗ ଓଡ଼ିଆ ଯୁବକ କମଳାକାନ୍ତ ୨୪ ଘଣ୍ଟାରେ ୨୧୫.୪ କିମି ଅତିକ୍ରମ କରି ପର୍ତ୍ତୁଗାଲର ମାରିଓ ଟ୍ରିଣ୍ଡାଆଡେଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି, ମାରିଓ ଟ୍ରିଣ୍ଡାଆଡେ ୨୪ ଘଣ୍ଟାରେ ୧୮୨.୪ କିମି ଅତିକ୍ରମ କରିଥିଲେ

Leave a Reply

Your email address will not be published. Required fields are marked *