ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ପଦ୍ମ ବିଭୂଷଣ ପଣ୍ଡିତ ବିରଜୁ ମହାରାଜଙ୍କ ୮୩ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ

ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ପଦ୍ମ ବିଭୂଷଣ ପଣ୍ଡିତ ବିରଜୁ ମହାରାଜଙ୍କ ୮୩ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ । ୧୯୩୭ରେ ଜନ୍ମିତ ବିରଜୁ ଓରଫ ବୃଜମୋହନ ନାଥ ମିଶ୍ର କୈଶୋରରେ କଥକ ଗୁରୁ ହୋଇଥିଲେ । ୨୮ ବର୍ଷ ବୟସରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଓ ୧୯୮୬ରେ ପଦ୍ମ ବିଭୂଷଣ ପାଇଥିଲେ ।

Leave a Reply

Your email address will not be published. Required fields are marked *