News GST ବାବଦକୁ ଓଡ଼ିଶା ପାଇଲା ୧୭୭୯.୪୫ କୋଟି October 28, 2021October 28, 2021 admin 0 Comments GST ବାବଦକୁ ଓଡ଼ିଶା ପାଇଲା ୧୭୭୯.୪୫ କୋଟି | ଅକ୍ଟୋବର ୨୦୨୧ ସୁଦ୍ଧା ଓଡ଼ିଶାକୁ ୧୭୭୯.୪୫ କୋଟି ଦେଲା କେନ୍ଦ୍ର | GSTରେ ସର୍ବାଧିକ କର୍ଣ୍ଣାଟକକୁ ମିଳିଛି ୫୦୧୦.୯୦ କୋଟି | ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମିଳିଲା GST ସହାୟତା | ମୋଟ ୪୪,୦୦୦ କୋଟି ଟଙ୍କାର GST ସହାୟତା ଦେଲେ କେନ୍ଦ୍ର ସରକାର