GST ବାବଦକୁ ଓଡ଼ିଶା ପାଇଲା ୧୭୭୯.୪୫ କୋଟି

GST ବାବଦକୁ ଓଡ଼ିଶା ପାଇଲା ୧୭୭୯.୪୫ କୋଟି | ଅକ୍ଟୋବର ୨୦୨୧ ସୁଦ୍ଧା ଓଡ଼ିଶାକୁ ୧୭୭୯.୪୫ କୋଟି ଦେଲା କେନ୍ଦ୍ର | GSTରେ ସର୍ବାଧିକ କର୍ଣ୍ଣାଟକକୁ ମିଳିଛି ୫୦୧୦.୯୦ କୋଟି | ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମିଳିଲା GST ସହାୟତା | ମୋଟ ୪୪,୦୦୦ କୋଟି ଟଙ୍କାର GST ସହାୟତା ଦେଲେ କେନ୍ଦ୍ର ସରକାର

Leave a Reply

Your email address will not be published. Required fields are marked *