କାଲି ବିଜେଡିରେ ଯୋଗଦେବେ ଯାଜପୁରର ଟାଣୁଆ ଯୁବ ସଂଗଠକ ବିଶ୍ବରଞ୍ଜନ ମଲ୍ଲିକ

କାଲି ଦିନ 10ଟାରେ ସମର୍ଥକଙ୍କ ସହ ବିଜେଡିରେ ମିଶିବେ | ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ହୋଇଥିଲେ | ଦଳରେ ଗ୍ରହଣୀୟତା ନଥିବା ଅନୁଭବ କରି ବିଜେପି ଛାଡ଼ିଥିବା କହିଲେ ବିଶ୍ବରଞ୍ଜନ

Leave a Reply

Your email address will not be published. Required fields are marked *