

- ମାର୍ଚ୍ଚ ୨୫ ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ବିଧାନସଭାର ବଜେଟ ଅଧିବେଶନ | ୨୦୨୨-୨୩ ପାଇଁ ମାର୍ଚ୍ଚ ୩୦ ତାରିଖରେ ଆସିବ ରାଜ୍ୟ ବଜେଟ୍ । ୬ଦିନ ଚାଲିବ ବିଧାନସଭାର କାର୍ଯ୍ୟଦିବସ | ୨୫ରେ ବିଧାନସଭାରେ ଅଭିଭାଷଣ ରଖିବେ ରାଜ୍ୟପାଳ
- ପ୍ରୋ ଲିଗ୍ ମ୍ୟାଚ ପାଇଁ ଭୁନେଶ୍ବରରେ ପହଞ୍ଚିଲା ଜର୍ମାନୀ ମହିଳା ହକି ଦଳ । ବିମାନବନ୍ଦରରୁ କଡା ସୁରକ୍ଷା ମଧ୍ୟରେ ହୋଟେଲରେ ପହଞ୍ଚିଲେ ଖେଳାଳୀ । ୧୨ ତାରିଖରେ ଭାରତୀୟ ମହିଳା ହକି ଟିମ୍ ସହ କଳିଙ୍ଗ ଷ୍ଟାଡିୟମରେ ହେବ ମ୍ୟାଚ୍ |