ପଞ୍ଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ପାଇଁ ୪୯ହଜାର ୪୬୯ ଆସନ ମହିଳାଙ୍କ ପାଇଁ , ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ଟି ୱାର୍ଡ ସଂରକ୍ଷିତ | ୭ଟି ପଞ୍ଚାୟତରେ ନିର୍ବାଚନ ହେବ ନାହିଁ

ରାଜ୍ୟ ନିର୍ବାଚନ କମିଶନ ସଚିବଙ୍କ ସୂଚନା | ୱାର୍ଡ ମେମ୍ବର ପାଇଁ ୯୧ ହଜାର ୯୧୬ ୱାର୍ଡ ମଧ୍ୟରୁ ୪୯ହଜାର ୪୬୯ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ, ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ଟି ୱାର୍ଡ ସଂରକ୍ଷିତ । ୨୦୧୭ରେ ୬୮୦୧ ପଞ୍ଚାୟତରେ ହୋଇଥିଲା ନିର୍ବାଚନ, ୭ଟି ପଞ୍ଚାୟତ NACରେ ମିଶିଥିବାରୁ ସେହିଠାରେ ପଞ୍ଚାୟତ ନିର୍ବାଚନ ହେବ ନାହିଁ

Leave a Reply

Your email address will not be published. Required fields are marked *