ଜଗତସିଂହପୁର ନାଉଗାଁ ବ୍ଲକ ନିକଟରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ିକୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ

ଜଗତସିଂହପୁର: ନାଉଗାଁ ବ୍ଲକ ମୁଣ୍ଡାଳ ନିକଟରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ିକୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ,ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଛାତ୍ର ଓ ଯୁବ କଂଗ୍ରେସର ପ୍ରତିବାଦ, ଲଖିମପୁର ଖେରି ହିଂସା ଓ ଦରଦାମ ବୃଦ୍ଧିକୁ ନେଇ ପ୍ରତିବାଦ

Leave a Reply

Your email address will not be published. Required fields are marked *