

- ଆଜି କୋରାପୁଟ କୋଟିଆର ୧୩ ୱାର୍ଡର ୧୩ଟି ବୁଥରେ ସୁରୁଖୁରୁରେ ଚାଲିଛି ମତଦାନ । ସୀମାନ୍ତ ଫାଟୁସିନେରୀ ଓ ନେରେଡି ବାଲସାରେ ନାକା ବନ୍ଦୀ କରିଛି କୋରାପୁଟ ପୋଲିସ ।
- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ବୁଥ୍ରେ ରାଜନୈତିକ ହିଂସା ଘଟଣାରେ ଆଜି ଗିରଫ ହେଲେ ଆଉ ୬ଜଣ, ଗିରଫଙ୍କ ସଂଖ୍ୟା ୧୪କୁ ବୃଦ୍ଧି । ପୂର୍ବରୁ ୮ଜଣଙ୍କୁ ଗିରଫ କରିଥିଲା କୃଷ୍ଣପ୍ରସାଦ ପୋଲିସ। ସମସ୍ତ ଗିରଫ ଅଭିଯୁକ୍ତ ଅଲଣ୍ଡା ଗାଁର। ଘଟଣାରେ ମୋଟ ୬୦ଜଣଙ୍କ ନାଁରେ ରହିଛି ଅଭିଯୋଗ