ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୬ ହଜାର ୬୪ କୋରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ୪୩୯ କୋଭିଡ ରୋଗୀଙ୍କ ମୃତ୍ୟୁ, ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୯ ହଜାର ୮୪୮କୁ ବୃଦ୍ଧି | ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହଜାର ୪୬୯ ହ୍ରାସ | ସଂକ୍ରମଣ ହାର ୨୦.୭୫ ପ୍ରତିଶତ | ୨୪ ଘଣ୍ଟାରେ ସୁସ୍ଥ ହେଲେ ୨ ଲକ୍ଷ ୪୩ ହଜାର ୪୯୫ ଆକ୍ରାନ୍ତ, ମୋଟ୍‌ ୩ କୋଟି ୬୮ ଲକ୍ଷ ୪ ହଜାର ୧୪୫ ଆକ୍ରାନ୍ତ ସୁସ୍ଥ | ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୨୨ ଲକ୍ଷ ୪୯ ହଜାର ୩୩୫ | ଟିକା ନେଲେଣି ୧୬୨ କୋଟି ୨୬ ଲକ୍ଷ ୭ ହଜାର ୫୧୬ ଡୋଜ୍ , କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା

Leave a Reply

Your email address will not be published. Required fields are marked *