- ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ଚାଷୀଙ୍କୁ ସତର୍କ କଲା OUAT: ବର୍ଷା ପୂର୍ବରୁ ୮୫% ପାଚି ଯାଇଥିବା ଧାନ କାଟି ଆଣିବାକୁ ପରାମର୍ଶ, କାଟି ଅମଳ ହେବା ପୂର୍ବରୁ ଓ ପରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ, କଟା ଧାନକୁ ବେଙ୍ଗଳା କିମ୍ବା ସମ୍ଭବ ନହେଲେ ପଲିଥିନ ଘୋଡ଼ାଇ ରଖନ୍ତୁ
- ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଅନୁସାରେ ବିଧାନସଭା ଅଧିବେଶନ ସମୟରେ ମୋଟରଯାନ ଚଳାଚଳ ନିମନ୍ତେ କଟକଣା । ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି କଟକଣା ବିଧାନସଭା ସଲଗ୍ନ ରାସ୍ତା ପାଇଁ କାର୍ଯ୍ୟକାରୀ କରାଯିବ । ସୂଚନା ଜାରି କଲା ପୋଲିସ