

- ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଫ୍ରେଞ୍ଚ ନୌସେନାର ମୁଖ୍ୟ ଆଡମିରାଲ୍ ପିଆର ଭାଣ୍ଡିଅର୍ । ଆଜି ପିଆର ଭାଣ୍ଡିଅର୍ଙ୍କୁ ଦିଲ୍ଲୀ ସାଉଥ ବ୍ଲକରେ ଦିଆଗଲା ଗାର୍ଡ ଅଫ ଅନର । ଭାରତ ମହାସାଗରରେ ହୋଇଥିବା ଏକ ସାମୁଦ୍ରିକ ଅଭ୍ୟାସରେ ଅଂଶଗ୍ରହଣ କରିଛନ୍ତି ପିଆର ।
- ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟିକା ପ୍ରଭା ଆତ୍ରେଙ୍କୁ ଭାରତର ଦ୍ବିତୀୟ ବୃହତ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।