ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ବର୍ଗଦ୍ବାରରେ ଶବଦାହ ଉପରେ ଲାଗିଲା କଟକଣା | ସୋମବାରଠାରୁ କେବଳ ପୁରୀ ବାସୀ ସ୍ବର୍ଗଦ୍ବାରରେ କରିପାରିବେ ଶବଦାହ ।ମୃତଦେହ ଅଣକୋଭିଡ ହୋଇଥିଲେ ଶବଦାହ ପାଇଁ ରହିବ ଅନୁମତି । ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସୂଚନା |

Leave a Reply

Your email address will not be published. Required fields are marked *