

- କୋଭିଡ ସଂକ୍ରମଣ ହାରରେ ରେଡ୍ ଜୋନରେ ସୁନ୍ଦରଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲା | ସଂକ୍ରମଣ ହାରରେ ଖୋର୍ଦ୍ଧାକୁ ଟିପିଲା ସୁନ୍ଦରଗଡ଼, ଜିଲ୍ଲାରେ ସଂକ୍ରମଣ ହାର ୧୦.୮% ଓ ଖୋର୍ଦ୍ଧା ଜିଲ୍ଲାରେ ୯.୯% , ଦେଓଗଡ଼ ୬.୧% ଓ ୫.୪%, ସଂକ୍ରମଣ ସହ ସମ୍ବଲପୁର ଜିଲ୍ଲା ୟେଲୋ ଜୋନ୍ରେ |
- ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବଦଳିଲେ ପଞ୍ଜାବ DGP | ୧୯୮୭ ବ୍ୟାଚ୍ର IPS ଅଫିସର ବୀରେଶ କୁମାର ଭୱରା ହେଲେ ପଞ୍ଜାବର ନୂଆ DGP |ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ହଇଚଇ ପରେ ବଦଳିଲେ । UPSC ସୁପାରିସ କରିଥିବା ୩ IPSଙ୍କ ମଧ୍ୟରୁ ଭୱରାଙ୍କୁ ମିଳିଲା ନିଯୁକ୍ତି |