ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବଦଳିଲେ ପଞ୍ଜାବ DGP | ୧୯୮୭ ବ୍ୟାଚ୍‌ର IPS ଅଫିସର ବୀରେଶ କୁମାର ଭୱରା ହେଲେ ପଞ୍ଜାବର ନୂଆ DGP |ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ହଇଚଇ ପରେ ବଦଳିଲେ । UPSC ସୁପାରିସ କରିଥିବା ୩ IPSଙ୍କ ମଧ୍ୟରୁ ଭୱରାଙ୍କୁ ମିଳିଲା ନିଯୁକ୍ତି |

Leave a Reply

Your email address will not be published. Required fields are marked *