- ୧୦୭ ପୌର ସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ତାଲିକା ପ୍ରକାଶ । ୧୭ SC ଆସନ ମଧ୍ୟରୁ ୯ଟି ମହିଳାଙ୍କ ଲାଗି ସଂରକ୍ଷିତ ଓ ୮ ST ଆସନ ମଧ୍ୟରୁ ୫ଟି ମହିଳାଙ୍କ ଲାଗି ସଂରକ୍ଷିତ । ୫୪ଟି ଆସନ ମହିଳାଙ୍କ ଲାଗି ସଂରକ୍ଷିତ ଓ ଅନ୍ୟ ସମସ୍ତ ଆସନ ଅଣସଂରକ୍ଷିତ |
- ଯାଜପୁରର ନୀଳାଚଳ ଇସ୍ପାତ ନିଗମ କାରଖାନାକୁ କିଣିବ ଟାଟା କମ୍ପାନି । ୧୨ହଜାର ୧୦୦ କୋଟି ଟଙ୍କାର ସର୍ବାଧିକ ବିଡ୍କୁ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟିର ଅନୁମୋଦନ । ନିଲାମରେ ଭାଗ ନେଇଥିଲେ ଜିନ୍ଦଲ ଓ ଟାଟା କମ୍ପାନି । ୨୦୨୦ ମାର୍ଚ ୩୦ରୁ ବନ୍ଦ ଥିଲା NINL କାରଖାନା ।