ଗଞ୍ଜାମ ପାଟପୁର ପୋଡ଼ାମାରି ମୁଖ୍ୟ ରାସ୍ତାରେ ଦୁର୍ଘଟଣା; ଅଜଣା ଗାଡ଼ି ଧକ୍କାରେ ୨ ମୃତ, ଜଣେ ଆହତ | ଭୁବନେଶ୍ବର ଯିବାକୁ ରାସ୍ତାରେ ବସ୍‌କୁ ଅପେକ୍ଷା କରିଥିଲେ | ରାସ୍ତାରେ ଛିଡ଼ା ହୋଇଥିବାବେଳେ ଚଢ଼ିଗଲା କାର | ପାଟପୁର ଥାନା ପୋଲିସର ତଦନ୍ତ ଆରମ୍ଭ |

Leave a Reply

Your email address will not be published. Required fields are marked *