କେନ୍ଦୁଝର: ପାଣ୍ଡପଡା ଅଞ୍ଚଳରେ ରୀନା ଦଣ୍ଡପାଟଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର, ତଦନ୍ତ ପାଇଁ କେନ୍ଦୁଝର ବସନ୍ତପୁରରେ, ପହଞ୍ଚିଲେ ମହିଳା କମିସନର ୪ ଜଣିଆ ଟିମ୍ । ଅଧ୍ୟକ୍ଷା ମୀନତି ବେହେରାଙ୍କ ନେତୃତ୍ୱରେ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡ଼ିତାଙ୍କ ପରିବାରକୁ ଭେଟିବ ଓ କେନ୍ଦୁଝର ଏସପିଙ୍କ ସହ ଆଲୋଚନା ମଧ୍ୟ କରିବ ।

Leave a Reply

Your email address will not be published. Required fields are marked *