

- ବେଙ୍ଗଳୁରୁରେ ନକଲି RT-PCR ରିପୋର୍ଟ ଦେବା ମାମଲା ୪ ଅଭିଯୁକ୍ତ ଗିରଫ |ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କୁ ଦେଇଥିଲେ ନକଲି ନେଗେଟିଭ୍ RT-PCR ରିପୋର୍ଟ, ନକଲି କୋଭିଡ ରିପୋର୍ଟ ଦେଖାଇ ଭାରତରୁ ଖସି ଯାଇଥିଲେ ଓମିକ୍ରନ ଆକ୍ରାନ୍ତ । ମାମଲାର ତଦନ୍ତ ନିର୍ଦେଶ ଦେଇଥିଲେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ।
- ରାଜ୍ୟରେ ଖୋଲିବ ଆଉ ୧୧ଟି ସାଇବର ଥାନା । ୧୫୪ ପୋଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ। ନିଯୁକ୍ତି ପାଇବେ ୧୪ ଇନ୍ସପେକ୍ଟର, ୨୮ ସବ୍ଇନ୍ସପେକ୍ଟର, ୨୮ ASI, ୨୮ କନେଷ୍ଟବଳ (ଯୋଗାଯୋଗ) ଓ ୫୬ କନେଷ୍ଟବଳ | ଆର୍ଥିକ ଅପରାଧ ରୋକିବାରେ ସାଇବର ଥାନା ସହାୟକ ହେବ: ମୁଖ୍ୟମନ୍ତ୍ରୀ