

- ବର୍ଷା ଲାଗି ରହିଥିବାରୁ ଆସନ୍ତା ୬ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ
- ବାଲେଶ୍ବରରୁ ନକଲି ଡାକ୍ତର ପ୍ରଭାସ ରାଜକୁ ଗିରଫ କଲା ସହିଦନଗର ପୋଲିସ | ନିଜକୁ ଡାକ୍ତର କହି ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇଥିଲେ ପ୍ରଭାସ । ବିବାହର ପ୍ରତିଶ୍ରୁତି ଦେଇ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା। ଗିରଫ ପରେ ପ୍ରଭାସ ଷଷ୍ଠ ଶ୍ରେଣୀ ଯାଏ ପାଠ ପଢ଼ିଥିବା ସୂଚନା