ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୨୧ ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀ ଦିଲ୍ଲୀରେ ଆୟୋଜନ କରାଯାଇଛି । ଏହି ଅବସରରେ ପୁଟିନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟୁ ପ୍ଲସ୍‌ ଟୁ ଆଲୋଚନାରେ ସାମିଲ ହେବେ

Leave a Reply

Your email address will not be published. Required fields are marked *