

- କଂଗ୍ରେସକୁ କଟାକ୍ଷ କଲେ କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା, OUATର ଏକ କାର୍ଯ୍ୟକ୍ରମରେ ଭାଗ ନେଇ କଟାକ୍ଷ କଲେ, କୃଷି ଆଇନ ପ୍ରତ୍ୟାହାର ପରେ କଂଗ୍ରେସର ବିଜୟ ଦିବସ ନେଇ ବର୍ଷିଲେ, କଂଗ୍ରେସ ନିର୍ବାଚନ ଜିତିପାରୁନି, ତେଣୁ ବିଜୟ ଦିବସ ପାଳନ କରିପାରୁ ନାହିଁ, କଂଗ୍ରେସ ବିଜୟ ଦିବସ ପାଳନ ପାଇଁ ବାହାନା ଖୋଜୁଛି: ରୁପାଲା
- ସୁବର୍ଣ୍ଣପୁର ଜଙ୍ଗଲ ଭିତରୁ ଚୋରି ଶିଶୁ କନ୍ୟା ଉଦ୍ଧାର, ଅର୍ଜୁନପୁର-ଶରଧାପଲି ରାସ୍ତାର ପ୍ରତାପପୁର ନିକଟରେ ପଡ଼ିଥିଲା ଶିଶୁ, ଖବର ପାଇ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି, ଗତକାଲି ଶିଶୁ କନ୍ୟା ଚୋରି ହୋଇଥିବା ନେଇ ଅଭିଯୋଗ କରିଥଲେ ପରିବାର ଲୋକେ