କେନ୍ଦ୍ରାପଡ଼ା ଜଅଁରା ବାରିମୂଳରେ ଦୁଇ ଶିଶୁଙ୍କ ସଲିଳ ସମାଧି, ଘର ନିକଟ ଜୋରରୁ ଦୁଇ ଭଉଣୀ ସୁଭସ୍ମିତା, ମଧୁସ୍ମିତା ମୃତଦେହ ଉଦ୍ଧାର ପୁରୁଣା ଡଙ୍ଗା ଆଣିବାକୁ ଯାଇ ବୁଡ଼ି ଯାଇଥିବା ସନ୍ଦେହ, ମୃତକଙ୍କ ମଧ୍ୟରୁ ଜଣେ ୩ ବର୍ଷର ଓ ଅନ୍ୟ ଜଣେ ୨ ବର୍ଷର

Leave a Reply

Your email address will not be published.