

- ପୁରୀରେ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ବନ୍ଧା ହେଲେ ଫେରାର ଥିବା ଆଉ ୩ ମୁଖ୍ୟ ଅଭିଯୁକ୍ତ । ଅଭିଯୁକ୍ତ କୁନମୁନ ସୁଆର, ଟୁଟୁ ମହାପାତ୍ର ଓ ହରି ପଣ୍ଡାକୁ ପୋଲିସ ଗିରଫ କରିଥିବା ପୁରୀ ଏସ୍ପିଙ୍କ ସୂଚନା | ହତ୍ୟା ଘଟଣାରେ ଏଯାଏ ୧୦ଜଣଙ୍କୁ ଗିରଫ କଲାଣି ପୋଲିସ । ଭୁବନେଶ୍ବର ନିକଟରୁ ଆଜି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ |
- ବାହା ହେବାକୁ ଏକା ଆସିଥିବା ବିବାହିତ ଯୁବକଙ୍କୁ ପୁଲିସ ଜିମାରେ ଦେଲେ କନ୍ୟାପକ୍ଷ