ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ | ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କଲେ | ଉତ୍ତରପ୍ରଦେଶର କରହଲ ବିଧାନସଭା ଆସନରେ ବାଜିମାତ କରିବା ପରେ ଛାଡିଲେ ସାଂସଦ ପଦ । ଏଣିକି ବିଧାୟକ ଭାବେ କାମ କରିବାକୁ ଅଖିଳେଶଙ୍କ ନିଷ୍ପତ୍ତି |

Leave a Reply

Your email address will not be published. Required fields are marked *