

- କୋରୋନା ପ୍ରଭାବିତ ୨୨୪ ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ । ଆମେରିକାରେ ଦୈନିକ ମୃତ୍ୟୁ ୧୫୪୪, ମୋଟ ୮ ଲକ୍ଷ ୩୨ ହଜାର ୯୩୯ ମୃତ । ବିଶ୍ବରେ କୋଭିଡ ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ଭାରତ, ବ୍ରାଜିଲ ତୃତୀୟ ।
- ବାଲେଶ୍ୱର ସର୍ଟ ରେଞ୍ଜ୍ ବାଲିଷ୍ଟିକ ମିଜାଇଲ ପ୍ରଳୟର ଆଜି ବି ପରୀକ୍ଷଣ| ସକାଳ ୯ଟା ୩୫ରେ ଅବଦୁଲ କାଲାମ ଦ୍ୱୀପରୁ ବ୍ୟାବହାରିକ ପରୀକ୍ଷଣ, ଭ୍ରାମ୍ୟମାଣ ଲଞ୍ଚରରୁ ଲଗାତାର ଦ୍ୱିତୀୟ ଦିନ ପାଇଁ ବ୍ୟାବହାରିକ ପରୀକ୍ଷଣ |