

- ଅକ୍ଟୋବର ୩୧ ପର୍ଯ୍ୟନ୍ତ DL ଓ RC ରିନ୍ୟୁ ବାଧ୍ୟତାମୂଳକ; ନଭେମ୍ବର ୧ ତାରିଖରୁ ଧରାପଡିଲେ ଦେଇପାରନ୍ତି ଜୋରିମାନା
- ବଦଳିବ ଜେଲ ସୁରକ୍ଷା ଢାଞ୍ଚା । କଟକ ଚୌଦ୍ୱାର ଓ ଭୁବନେଶ୍ୱର ଝାରପଡା ଜେଲରେ ଉଡ଼ିବ ଡ୍ରୋନ କ୍ୟାମେରା । କଏଦୀଙ୍କ ଗତିବିଧି ଉପରେ ନଜର ରଖିବ ଡ୍ରୋନ । ତିହାର ଜେଲ ଢାଞ୍ଚାରେ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି । ଏନେଇ ଜେଲ ବିଭାଗ ପକ୍ଷରୁ ସୂଚନା