

- ସମ୍ବଲପୁର ଭିସୁଟ୍ରେ ରାଗିଂ ଘଟଣାରେ ପଦକ୍ଷେପ, ୮ମ ସେମିଷ୍ଟରର ୬ ଜଣ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ୬ ଜଣଙ୍କ ୭ମ ସେମିଷ୍ଟର ପ୍ରଥମ ୨ଟି ବିଷୟରୁ ଗୋଟିଏ ଲେଖାଏଁ ଗ୍ରେଡ୍ ପଏଣ୍ଟ କଟିବ, ଏହା ସହିତ ସେମାନଙ୍କ ଠାରୁ ୧୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ ହେବ
- କଟକର ସିଭିଲ କୋର୍ଟ ବାର୍ ଆସୋସିଏସନ କଣ୍ଟେନମେଣ୍ଟ ଜୋନ୍ ଘୋଷିତ | ୩୯ କୋଭିଡ ପଜିଟିଭ ଚିହ୍ନଟ ପରେ CMC ପଦକ୍ଷେପ