ବାଲେଶ୍ୱର ରେଳ ଷ୍ଟେସନରୁ କୋଟିଏ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା STF ; ୪ ଅଭିଯୁକ୍ତ ଗିରଫ

ବାଲେଶ୍ୱର ରେଳଷ୍ଟେସନ ରୋଡ଼ରୁ କୋଟିଏ ୧୦ ଲକ୍ଷର ବ୍ରାଉନ ସୁଗର ଜବତ କଲା STF, ଡିଲ ଚାଲିଥିଲା ବେଳେ ଛଦ୍ମ ବେଶରେ ଛକି ରହିଥିବା STF ଅଫିସରଙ୍କ ହାତରେ ଧରା ପଡ଼ିଥିଲେ ବାଲେଶ୍ୱର ଅଞ୍ଚଳର ସେକ ଫୟାଜ, ସେକ ମୁରାଦ, ସେକ ସମସେଦ ଏବଂ ସମ୍ବିଦ ନାୟକ |

Leave a Reply

Your email address will not be published. Required fields are marked *