ପୁରୀ ଶ୍ରୀମନ୍ଦିରରେ ଆଜି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି, ପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତ | ୪ ଘଣ୍ଟା ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଅପରାହ୍‌ଣ ୪ଟାରୁ ରାତି ୮ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ, ଏହି ସମୟରେ କେବଳ ପାର୍ଶ୍ବ ଦେବଦେବୀ ଦର୍ଶନ କରିହେବ

Leave a Reply

Your email address will not be published. Required fields are marked *