ଶିମିଳିପାଳ ସୁରକ୍ଷା ଡାକରା ସହ ପର୍ଯ୍ୟଟନ ଶିଳ୍ପର ବିକାଶ ଦାବୀ କଲା ଭଞ୍ଜ ସେନା

ଭୁବନେଶ୍ୱର : ବିଶ୍ବରେ ଅନନ୍ୟ ପରିଚୟ ହାସଲ କରିଥିବା ଜୈବ ବିବିଧତା ପୂର୍ଣ୍ଣ ଶିମିଳିପାଳ ଏବେ ଅସୁରକ୍ଷିତ ଓ ଅବହେଳିତ । ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ ଯୋଗୁ ସରକାର ଏହାକୁ ଅଣଦେଖା କରି ଆସୁଛନ୍ତି ।

ଅଗଷ୍ଟ ୨ ରେ ବିଶାଳ ଗଣ ଧାରଣା ଦେବ ଭଞ୍ଜ ସେନା

Leave a Reply

Your email address will not be published. Required fields are marked *