

- କୋଭିଡ୍ ଗାଇଡ୍ଲାଇନ ଉଲ୍ଲଂଘନ ନେଇ କଟକ ଲିଙ୍କ୍ରୋଡ୍ରେ ସିଲ୍ ହେଲା କୋଚିଂ ସେଣ୍ଟର | ଏ. ଆର. କ୍ରିଏସନ କୋଚିଂ ସେଣ୍ଟରରେ ପଢୁଥିଲେ ୮୦ରୁ ଅଧିକ ପିଲା |ଚଢ଼ାଉ କରି କୋଚିଂ ସେଣ୍ଟର ସିଲ୍ କଲା CMCର ଏନ୍ଫୋର୍ସମେଣ୍ଟ ଟିମ୍ |
- BMC କାର୍ଯ୍ୟାଳୟରେ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ; ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା