ଭିତରକନିକାରେ ଆରମ୍ଭ ହେଲା କୁମ୍ଭୀର ଗଣନା

କେନ୍ଦ୍ରାପଡ଼ାର ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ୧୧ ଯାଏ ଚାଲିବାକୁ ଥିବା ଗଣନାରେ ବନ ବିଭାଗର ୨୨ଟି ଟିମ୍‌ ସାମିଲ । ୧୭ଟି ଟିମ୍‌ ଭିତରକନିକା ଭିତରେ ଗଣନା କରିବେ, ପ୍ରତି ଟିମ୍‌ରେ ୪ ଜଣ, ଅନ୍ୟ ୫ଟି ଟିମ୍‌ ଭିତରକନିକା ବାହାରର ନଦୀ ନାଳରେ ଗଣନା କରିବେ |

Leave a Reply

Your email address will not be published. Required fields are marked *