

- ଗିରଫ ହେଲେ ଯାଜପୁର ଜିଲ୍ଲା ସହକାରୀ ନିର୍ଦେଶକ ପ୍ରଭାତ ମିଶ୍ର | ସହକର୍ମୀ ଲକ୍ଷ୍ମୀପ୍ରୀୟା ମହାରଣାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ | ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ପ୍ରଭାତ | ନିଜ କାର୍ଯ୍ୟାଳୟର କର୍ମଚାରୀ ଲକ୍ଷ୍ମୀପ୍ରୀୟା ମହାରଣାଙ୍କ ଜରିଆରେ ନେଉଥିଲେ
- ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ସାତ ବର୍ଷର ପୁଅକୁ ଧରି ଧାରଣା ଦେଲେ ମହିଳା ; ବ୍ରହ୍ମପୁରର ତପସ୍ୱିନୀ ପରେ ବଲାଙ୍ଗିରର ଲୋପାମୂଦ୍ରା