

- ଯାଜପୁର ୧୬ନଂ NH ମୂଳାପାଳ ଛକରେ ଦୁର୍ଘଟଣା : ୨ ଜଣଙ୍କ ମୃତ୍ୟୁ , ୨ ଆହତ | କ୍ରସର ଗୁଣ୍ଡ ବୋଝେଇ ଡମ୍ଫରକୁ ପଛପଟୁ ଟ୍ରକ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଆଉ ଏକ ଗାଡି ସହ ପିଟି ହୋଇଥିଲା | ରାସ୍ତାରେ ଗାଡ଼ି ରଖି ସଜାଡ଼ୁ ଥିବା ୨ଜଣଙ୍କ ମୃତ୍ୟୁ, ୨ ଆହତଙ୍କୁ ମଧୁବନ ମେଡିକାଲରେ ଭର୍ତ୍ତି କରାଯାଇଛି |
- ୨୫ରେ ଆଇଏନ୍ଡ଼ବ୍ଲୁଇସିର ୭ ମହିଳା ଉଦ୍ୟୋଗୀଙ୍କ ବ୍ରିଟେନ୍ ଗ୍ରସ୍ତ