ରାଜ୍ୟର ୧୫୩ ନୂଆ OAS ଅଧିକାରୀ କାର୍ଯ୍ୟରେ ଯୋଗଦେଲେ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ |

ସିଭିଲ ସର୍ଭିସରେ ଯୋଗଦେବା ଏକ ଚାକିରି ନୁହେଁ, ମାତୃଭୂମି ଓ ସାଧାରଣ ଲୋକଙ୍କୁ ସେବାର ମାଧ୍ୟମ । ଅଫିସରଙ୍କୁ ନବୀନଙ୍କ ପରାମର୍ଶ ଲୋକଙ୍କ ଭରସା ଅତୁଟ ରଖ, ଯେଉଁ ଦାୟିତ୍ବ ମିଳିଛି ସୁଚାରୁ ରୂପେ ସମ୍ପାଦନ କରିବାକୁ ପରାମର୍ଶ । କାର୍ଯ୍ୟକ୍ଷେତ୍ରରେ ଲୋକଙ୍କ ସ୍ବାର୍ଥ ଓ ଭରସା ଅତୁଟ ରଖିବାକୁ ପରାମର୍ଶ, ଏହି ଅବସରରେ ସରକାରୀ ଇ-ଡାଏରୀର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *