ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘରେ ଭାଙ୍ଗିଛି ଚୁଲି | କୋଠଭୋଗ ଚୁଲିକୁ ଛାଡ଼ି ଅନ୍ୟ ଚୁଲିକୁ ଭଙ୍ଗାଯାଇଛି । ୪ଦିନ ତଳେ ଚୁଲିର ମରାମତି କରାଯାଇଥିଲା, କିଏ ଚୁଲି ଭାଙ୍ଗିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ

Leave a Reply

Your email address will not be published. Required fields are marked *